Odia barnamala image and Odia swarabarna in odia , byanjan barna describe with iimage and pdf formate

 Odia barnamala or Odia alphabet read in this image. Odia barnamala leter is used Odia people for speak and writing in Odia language it is almost laks of people are read this Odia alphabet.

a aa in odia

Odia barnamala image

Odia is the language which speaks almost 35 million people say in the world. It is the language family of Indo-Aryan basically people used this language in the eastern part of India. Odia is the official language of Odisha state also it is additional uses in west-Bengal and Jharkhand. Its language codes are or It is used in many time in our computer and other like translate etc. This language is just related to Bengali and assames. details of Odia barnamala in English describe here.

Odia barnamala
Odia barnamala image

Dhoni

It is the way to express our word in the sound using the mouth. It learns every child when the child has too small their relatives and parents are taught to speak some word in their mouth like father and mother etc.

ଧ୍ୱନି ହେଉଛି ଏକପ୍ରକାର ନାଦ ବା ଶବ୍ଦ । ମନୁଷ୍ୟର ମୁଖନିଃସୃତ ଭାବପ୍ରକାଶକ ଧ୍ୱନିସମୂହ ହେଉଛି ଭାଷା ; ଭାଷା ମଧ୍ୟ ଭାବପ୍ରକାଶର ପ୍ରଧାନ ମାଧ୍ୟମ । ବର୍ଣ୍ଣ : ଧ୍ଵନିମାନଙ୍କର ଲିଖ୍ତ ରୂପ ହେଉଛି ବର୍ଷ । ଅର୍ଥାତ୍ ଧ୍ବନି ବର୍ଣ୍ଣମାନଙ୍କରେ ବର୍ଣ୍ଣିତ ବା ରୂପାୟିତ । ବର୍ଣ୍ଣ ଧ୍ବନିମାନଙ୍କର ଲିଖନସଙ୍କେତ ହୋଇଥିବାରୁ ତାହା ଲିପି । ବର୍ଣ୍ଣର ଅନ୍ୟନାମ ଅକ୍ଷର ।

Barna

It is the writing process of Dhoni. The alternative of Barna is character. different languages have different characters their have different size and pronunciation are different.

Barnamala

Odia languadge have 49 leter in odia alphabet. This all character have called odia alphabet or odia leter.

ବିଭିନ୍ନ ଭାଷାରେ ବିଭିନ୍ନ ସଂଖ୍ୟକ ବର୍ଣ୍ଣ ଥାଏ । ସେମାନଙ୍କର ଆକାର ଓ ଉଚ୍ଚାରଣରେ ପାର୍ଥକ୍ୟ ରହିଛି । ବର୍ଣ୍ଣମାଳା : ଓଡ଼ିଆ ଭାଷାରେ ଲେଖାପଢ଼ା ପାଇଁ ଅଣଚାଶ ( ୪୯ ) ବର୍ଣ୍ଣ ବ୍ୟବହୃତ ହେଉଛି ।

In the odia leter have devided in two types 

1. odia swarabarna

2. byanjan barna

odia leter
odia leter

swarabarna in odia

The character which pronounced without the help of any other character is called swarabarna. There are 11 character in the odia alphabet like

a,aa,e,e,u,u,ru,e,eyi,o,ou. It is the 1st 11 character of the odia leter.

swarabarna in odia
swarabarna in odia

 ବର୍ତ୍ତମାନଙ୍କର ବିଭାଗୀକରଣ ଓଡ଼ିଆରେ ବ୍ୟବହୃତ ବର୍ଣ୍ଣମାନଙ୍କୁ ଦୁଇଭାଗରେ ବିଭକ୍ତ କରାଯାଏ । ଯଥା — ସୁଗବର୍ଣ୍ଣ ଓ ବ୍ୟଞ୍ଜନ ବର୍ଣ୍ଣ । ସ୍ୱରବର୍ଷ ଅନ୍ୟ ବର୍ଷର ସାହାଯ୍ୟ ନ ନେଇ ଉଚ୍ଚାରିତ ହେଉଥିବା ବର୍ଷମାନଙ୍କୁ ସ୍ଵରବର୍ତ୍ତୀ କୁହାଯାଏ । ଓଡ଼ିଆ ଭାଷାରେ ସ୍ଵରବଣ୍ଡ ୧୧ । ଯଥା — ଅ , ଆ , ଇ , ଈ , ଉ ଊ , ଗ , ଏ ଐ , ଓ , ଔ । ପ୍ରାଚୀନ ବ୍ୟବହାରରେ ଥିବା ଋ ( ଦୀର୍ଘ ର ଓ ଓ ( ଲୁ ) ର ପ୍ରଚଳନ ବର୍ତମାନ ନାହିଁ । ମୁଖଗହ୍ଵରର ବାଗ୍‌ଯନ୍ତ୍ର ଦେଇ ସ୍ୱରବର୍ଣ୍ଣଗୁଡ଼ିକ ଉଚ୍ଚାରିତ ହେଲାବେଳେ ନିର୍ବାଧରେ ଉଚ୍ଚାରିତ ହୋଇଥାନ୍ତି । ସ୍ଵରବର୍ଷ ମାନଙ୍କର ବିଭାଗ – ଉଚ୍ଚାରଣ ଅନୁସାରେ ସ୍ଵରବର୍ଣ୍ଣ ମାନଙ୍କୁ ଦୁଇଶ୍ରେଣୀରେ ବିଭକ୍ତ କରାଯାଏ । ଯଥା — ହସୁ ସୁର ଓ ଦୀର୍ଘ ସ୍ବର । ହ୍ରସ୍ଵସ୍ବର — ଅ , ଇ , ଉ , ୠ । ଦୀର୍ଘସ୍ଵର — ଆ , ଈ , ଉ , ଏ , ଐ , ଓ , ଔ । ହ୍ରସ୍ଵ ସ୍ବର ଅପେକ୍ଷା ଦୀର୍ଘସୁରମାନଙ୍କର ଉଚ୍ଚାରଣ ଅଧିକ ସମୟ ନିଏ । 

‘ ଅ’ଠାରୁ ‘ ଓ ’ ପର୍ଯ୍ୟନ୍ତ ୧୧ଟି ସୁରବର୍ଷର ମାତ୍ର ୮ଟି ଧ୍ବନି ଅଛି । ଯଥା – ଅ , ଆ , ଇ , ଉ , ଏ , ଏଁ , ଓ , ଓ । ଆଠଟି ସ୍ବର ଧ୍ବନି ମଧ୍ୟରୁ ଅ , ଇ , ଉ– ହ୍ରସ୍ଵସ୍ବର ଧ୍ବନି ଏବଂ ଆ , ଏ , ଐ , ଓ , ଔ ଦୀର୍ଘ ସ୍ବର ଧ୍ବନି , ଉଚ୍ଚାରଣରେ ହ୍ରସ୍ଵସ୍ଵରଠାରୁ ଦୀର୍ଘସ୍ଵରରେ ଅଧିକ ସମୟ ଲାଗେ । ଏ , ଓ ଦୁଇଟିକୁ ସଂଯୁକ୍ତ ସୁର ବା ସନ୍ଧ୍ୟାକ୍ଷର କହନ୍ତି । ଅ + ଇ = ଐ . ଅଇରାବତ ଅ + ଊ = ଔ , ସଉରଭ ଦାହରଣ – ଐରାବତ ସୌରଭ ଦ୍ରୁତ ଉଚ୍ଚାରଣରେ ଅ , ଇ ‘ ଶି ’ ଓ ଅ , ଊ ‘ ଔ’ରେ ପରିଣତ ହୋଇଥାନ୍ତି । ‘

byanjan barna

The character which is pronounced with the help of other characters is called byanjan Barna. For another word, it is pronounced by adding another character. In the alphabet, 38 characters are available in Odia byanjanbarna. swarabarna in odia describe

ex- ka,kha,ga,gha…..yea,la,Anusara,Bisrga,etc.

byanjan barna
byanjan barna

ବର୍ଷମାନଙ୍କର ଉଚ୍ଚାରଣ ସ୍ଥାନ : ବର୍ଣ୍ଣ ୧୮ ଅ , ଆ , କ , ଖ , ଗ , ଘ , ଡ , ହ , 91 ଇ , ଈ , ଚ , ଛ , ଜ , ଝ , ଯ , ୟ , ଶ ” ଋ , ଟ , ତ , ଥ , ଦ , ଧ , ନ , ସ ଉ , ଊ , ପ , ଫ , ବ , ଭ , ମ ୩ । ୪୮ 81 21 51 8 , 3 ୮ । ? ( ଅନ୍ତଃସ୍ଥ ‘ ବ ’ ) O , ଡ , ଢ , ଣ , ଷ ୧୦୮ ୬ , ୬ , ଣ , ନ , ମ ( ବର୍ଗର ୫ମ ବର୍ଷ ) ଉଚ୍ଚାରଣ ସ୍ଥାନ ତାଳ ମୃର୍ଦ୍ଧା ଦନ୍ତ ଓଷ୍ଠ କଣ୍ଠ , ତାଳୁ କଣ୍ଠ , ଓଷ୍ଠ ଦନ୍ତ , ଓଷ୍ଠ ମୂଖ , ନାସିକା କଣ୍ଠ , ତାଳୁ , ନାସିକା ନାମ କବ୍ଯବର୍ଣ୍ଣ ତାଲବ୍ଯବର୍ଣ୍ଣ ମୂର୍ବଣ୍ୟବର୍ଣ୍ଣ ଦନ୍ତ୍ଯବର୍ଣ୍ଣ ଓଷ୍ଠ୍ଯବର୍ଷ କଣ୍ଠତାଲବ୍ୟ ବର୍ଣ୍ଣ କଲୌଷ୍ୟ ବର୍ଣ୍ଣ ଦନ୍ତୋଷ୍ୟ ବର୍ଣ୍ଣ ଅନୁନାସିକ ବର୍ଣ୍ଣ ଅନୁନାସିକ ବର୍ଣ୍ଣ 12/36 ଅଳ୍ପପ୍ରାଣ ବ୍ୟଞ୍ଜନ — ଯେଉଁ ବର୍ତ୍ତମାନଙ୍କର ଉଚ୍ଚାରଣରେ ଅଳ୍ପ ପ୍ରାଣ ( ବାୟୁ ) ନିର୍ଗତ ହୁଏ , ସେମାନଙ୍କୁ ଅଳ୍ପପ୍ରାଣ ବ୍ୟଞ୍ଜନ କହନ୍ତି । ପ୍ରତ୍ୟେକ ବର୍ଗର ପ୍ରଥମ , ତୃତୀୟ ଓ ପଞ୍ଚମ ବର୍ଣ୍ଣ ଅଳ୍ପପ୍ରାଣ ବ୍ୟଞ୍ଜନର ଅନ୍ତର୍ଗତ । ଯଥା — କ , ଗ , ଡ ; ଚ , ଜ , ଞ ; ଟ , ଡ଼ , ଣ ; ତ , ଦ , ନ ; ପ , ବ , ମ ଏବଂ ଯ , ର , ଳ , ୱ । ମହାପ୍ରାଣ ବ୍ୟଞ୍ଜନ — ଯେଉଁ ବର୍ତ୍ତମାନଙ୍କର ଉଚ୍ଚାରଣରେ ମହାପ୍ରାଣ ( ଅଧ୍ୟା ବାୟୁ ) ନିର୍ଗତ ହୁଏ , ସେମାନଙ୍କୁ ମହାପ୍ରାଣ ବ୍ୟଞ୍ଜନ କହନ୍ତି । ପ୍ରତ୍ୟେକ ବର୍ଗର ଦ୍ୱିତୀୟ ଓ ଚତୁର୍ଥ ବର୍ଣ୍ଣ ମହାପ୍ରାଣ ବର୍ଣ୍ଣର ଅନ୍ତର୍ଗତ । ଯଥା — ଖ , ଘ ; ଛ , ଝ ; ୦ , ଢ ; ଥ , .ଧ ; ଫ , ଭ ଏବଂ ଶ , ଷ , ସ , ହ । ଅଘୋଷ ବ୍ୟଞ୍ଜନ — ଯେଉଁ ବର୍ଷଗୁଡ଼ିକର ଉଚ୍ଚାରଣରେ ସ୍ବରତନ୍ତ୍ରୀ କମ୍ପିତ ହୋଇ ନଥାଏ , ସେଗୁଡ଼ିକୁ ଅଘୋଷ ବ୍ୟଞ୍ଜନ କହନ୍ତି । ପ୍ରତ୍ୟେକ ବର୍ଗର ପ୍ରଥମ ଓ ଦ୍ୱିତୀୟ ବର୍ଣ୍ଣ ତଥା ଶ , ଷ ଓ ସ ଅଘୋଷ ବ୍ୟଞ୍ଜନ ଅଟେ । ସଘୋଷ ବ୍ୟଞ୍ଜନ — ଯେଉଁ ବର୍ଷଗୁଡ଼ିକର ଉଚ୍ଚାରଣରେ ସ୍ବରତନ୍ତ୍ରୀ କମ୍ପିତ ହୋଇଥାଏ , ସେଗୁଡ଼ିକୁ ସଘୋଷ ବ୍ୟଞ୍ଜନ କହନ୍ତି । ପ୍ରତ୍ୟେକ ବର୍ଗର ତୃତୀୟ , ଚତୁର୍ଥ , ପଞ୍ଚମ ବର୍ଣ୍ଣ ଏବଂ ଯ . ର , ଳ , ଓ ସଘୋଷବ୍ୟଞ୍ଜନ ଅଟେ ।

a aa in odia

a aa is shown in Odia barnamala and This barnamala is firstly shown or published in Odia barnabodha. In this bornabodha also publish all of the things that should be required for Odia language writing like Odia barnbodha letter, Phala, kara Joga, panikia etc.

Odia barnamala total

In the odia leter have 49 character 11 swarabarna and 38 byanjan barna by the book of Odia barnabodha.

how many letters in Odia alphabet

In Odia plbhabet(barnamala) there are 49 character(barna) present in Odia barnamala in english pdf is here.

Read  Odia panikia

English alphabet pronunciation in Odia language

http://feeds.feedburner.com/odiatopics

Leave a Comment